January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କ୍ୟାବିନ ଅପରିସ୍କାରକୁ ନେଇ ରୋଗୀ ଓ ସଫେଇ କର୍ମଚାରୀ ଧସ୍ତାଧସ୍ତି

ଆଜି ମଧ୍ୟାହ୍ନରେ ସୋର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁର ମାଙ୍କୁ ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ ଦୁର୍ବ୍ୟବ୍ୟବହାର କରିବା ସାହିତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

ସୋର,୪/୧୧

ଆଜି ମଧ୍ୟାହ୍ନରେ ସୋର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁର ମାଙ୍କୁ ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ ଦୁର୍ବ୍ୟବ୍ୟବହାର କରିବା ସାହିତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଗୋପାଳପୁର ଥାନା ଜୁଣିଆ ଗ୍ରାମର ପ୍ରଶାନ୍ତ ଦାସଙ୍କ ୩ ମାସର ଶିଶୁ ପୁତ୍ରର ଦେହ ଅସୁସ୍ଥ ଥିବାରୁ ସେ ଗତ ୩୧ ତାରିଖରୁ ତାଙ୍କୁ ଡାକ୍ତରଖନାରେ ଭର୍ତି କରିଛନ୍ତି। ଆଜି ମଧ୍ୟାହ୍ନରେ କାର୍ଯ୍ୟରତ ସଫେଇ କର୍ମଚାରୀ କ୍ୟାବନକୁ ଅପରିଷ୍କାର କରୁଥିବା ନେଇ ପ୍ରଶାନ୍ତ ଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ । ପରେ ଦୁଇଜଣ ସୁରକ୍ଷାକର୍ମୀ ବୁଝିବାକୁ ଆସି ସେମାନେ ମଧ୍ୟ ଗୀତାଞ୍ଜଳି ଓ ପ୍ରଶାନ୍ତଂକୁ ଗାଳିଗୁଲଜ କରିବା ସହିତ ଧସ୍ତାଧସ୍ତି ହୋଇଥିଲେ।

ଏନେଇ ପ୍ରଶାନ୍ତ ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ସଫେଇ କର୍ମଚାରୀ ମଧ୍ୟ ତାଙ୍କୁ ଗାଳିଗୁଲଜ କରାଯାଇଥିବା ନେଇ ଥନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।