ମୋଟିଭି ଓଡିଶା : କଳାହାଣ୍ଡି:୧୧/୦୫ : ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପାକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡି କରାଯାଉଛି।
କୋକସରା ପୋଲିସ ପକ୍ଷରୁ ଜାତୀୟ ରାଜପଥ ୨୬ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ଗାଡିମୋଟର ଯାଞ୍ଚ କରାଯାଉଛି।ଏହି ଯାଞ୍ଚ ରେ କୋକସରା ପୋଲିସର ଅଧିକାରୀ ଓ କର୍ମଚାରୀମାନେ ସାମିଲ ରହିଛନ୍ତି।
ସେହିପରି ଆମପାଣି ପୋଲିସ ପକ୍ଷରୁ ସୀମାନ୍ତ କଳାହାଣ୍ଡି ନବରଙ୍ଗପୁର ଆମପାଣି ଘାଟି ନିକଟରେ ଗାଡିମୋଟର ଯାଞ୍ଚ କଡାକଡି ଜାରି ରହିଛି।
More Stories
ପୂର୍ବତଟ ରେଳପଥର ନୂତନ ରାୟଗଡା ରେଳମଣ୍ଡଳ ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ନିଯୁକ୍ତ:
ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :
ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ – ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ: