ମୋ ଟିଭି ଓଡିଶା / ସୋର : ୦୯/୦୭/୨୦୨୪
ଗୁଳି ଫୁଟାଇ ନେଇ ଗଲେ 12 ଲକ୍ଷ ଟଙ୍କା l ଗୁଳି ବାଜି ଜଣେ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି l ଖଇରା ଥାନା ଅନ୍ତର୍ଗତ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ କର୍ମଚାରି ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଏକ ବାଇକରେ 12 ଲକ୍ଷ ଟଙ୍କା ନେଇ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଜମା କରିବା ଯାଉଥିବା ବେଳେ ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ପଲସର ଗାଡିରେ 4 ଜଣ ଦୃବୁର୍ତ୍ତ ଟଙ୍କା ବ୍ୟାଗକୁ ଛଡାଇ ଥିଲେ କିଛି ସମୟ ଧରି ଲୁଟେରା ଓ କର୍ମଚାରିଙ୍କ ମଧ୍ୟରେ ଲଢେଇ ହୋଇଥିଲା ଶେଷରେ ଲୁଟେରା ମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ l ପ୍ରଥମ ଟି ବିଷ୍ଣୁଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ୱିତୀୟ ଟି ବିଷ୍ଣୁ ଗୋଡ଼ରେ ବାଜିଥିଲା l ଲୁଟେରା ମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ l ଅଂଚଳ ଲୋକ ମାନେ ଭୟଭିତ ଥିବା ବେଳେ ଖଇରା ପୋଲିସ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l
ଗୁଳି କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ୧୨ ଲକ୍ଷ୍ୟ ଟଙ୍କା। ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।