January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଗାମୀ ଭାତଷ୍ୟତ ପାଇଁ ୧୪ ବର୍ଷୀୟ ଅଟୋ ଡ୍ରାଇଭର୍ ଭରସା ?


ସାଧୁ ଜାଭିୟାର ସ୍କୁଲ କରମୁଣ୍ଡା ,ଋତୁଙ୍ଗିଆ ଛାତ୍ର ଛାତ୍ରୀଙ୍କ ସାହା ଭରସା


ମୋଟିଭିଓଡ଼ିଶା,ଦାରିଙ୍ଗବାଡି:୨୨/୦୭(ସୁଶାନ୍ତ କୁମାର ସାହୁ)
ଆଜିର ଶିଶୁ କାଲିର ଭବିଷ୍ୟତ ସେଥି ପାଇଁ ବାପା ମା ମାନେ ନିଜର ପୁଅ ଝିଅ ପାଇଁଙ୍କ ନିଜେ ଉପାସରେ ରହି କିଭଳି ପିଲା ମାନେ ଭଲ ପାଠ ପଢିବେ ସେଥିପାଇଁ ଚିନ୍ତିତ ହେଲେ ସରକାରୀ ବିଦ୍ୟାଳୟ ଭଲ ପାଠ ପଢ଼ାହେଉନଥିବାରୁ କିଛି ଅଭିଭାବକ ଏବେ କିଛି ଅନ୍ୟତ୍ର ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି ହେଲେ ସେହି ବିଦ୍ୟାଳୟ ପ୍ରତିଷ୍ଠାନ କୁ ଯିବାପାଇଁ ରାସ୍ତାର ଦୂରତା ଅଧକା ହେଉଥିବା ସମୟରେ ସ୍ଥାନୀୟ ଅଟୋ ଯୋଗେ ସେମାଙ୍କ ପୁଅ ଝିଅ ମାନଙ୍କୁ ଅଟୋ ମାଧ୍ୟମରେ ଯିବା ଆସିବା ପାଇଁ ପଡୁଛି ହେଲେ ସେହି ଅଟୋକୁ ଚଳାଉଛନ୍ତି ଜଣେ ଜଣେ ୧୪ ବର୍ଷୀୟ ନାବାଳକ ଏଭଳି ଘଟଣା ଦେଖିବା ପରେ ବୁଡ଼ାଗୁଡା ଠାରେ ଅଭିଭାବକ ଦେଖିବା ପରେ ନିଜର ଆଗାମୀ ଦିନର ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ ସହତି ଅଭିଭାବକ ।ତେଣୁ ଆଗାମୀ ଦିନରେ ଏଭଳି ଭୁଲ ନହେବା ପାଇଁ ଅଭିଭାବକ ମାନେ ବିଦ୍ୟାଳୟ କାର୍ତ୍ୟୁପକ୍ଷ ପାଖରେ ନିବେଦନ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।