ମୋ ଟିଭି ଓଡିଶା / ଖୋର୍ଦ୍ଧା : ଟାଙ୍ଗୀ ନିରାକାରପୁର ସାଖା ପ୍ରଜାପିତା ବ୍ରାହ୍ମକୁମାରୀ ଇଶରୀୟ ବିଦ୍ୟାଳୟ ପାଣ୍ଡବ ପାଟଣା ଠାରେ ଆଜି ମହାଆଡମ୍ବରରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜଟଣୀ ଇଶରୀୟ ଵିଶ୍ଵ ବିଦ୍ୟାଳୟର ମୁଖ୍ୟ ସଞ୍ଚାଳିକ ଜ୍ୟୋତି ଭଉଣୀ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଆଖପାଖ ରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଭାଇ ଭଉଣୀ ମାନଙ୍କୁ ଆତ୍ମା ପରମାତ୍ମା ପରମେଶ୍ବର ସମ୍ପର୍କ ରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା ଏହି ଉତ୍ସବ କୁ ପରିଚାଳନା କରିଥିଲେ ଉର୍ମିଳା ଭଉଣୀ ସହଯୋଗ କରିଥିଲେ ନିରାକାରପୁର ଉପକେଦ୍ର ସାଖା ର ସଙ୍କର୍ଷଣ ପ୍ରଧାନ, ବିହାରୀ ଚନ୍ଦ୍ର ସାହୁ, ମୃତ୍ୟୁ ଞ୍ଜୟ ପ୍ରଧାନ ସମେତ ବହୁ ଭାଇ ଭଉଣୀ ମାନେ ଯୋଗ ଦେଇ ଥିଲେ ପରେ କେକ୍ କଟାଯାଇ ସମସ୍ତ ଙ୍କୁ ବଣ୍ଟାଯାଇ ଥିଲା।ଭାଇ ଭଉଣୀ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା।
ପ୍ରଜାପିତା ବ୍ରାହ୍ମକୁମାରୀ ଇଶରୀୟ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ