ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ୍ ଅଧୀନସ୍ଥ ମୟୁରଝାଲିଆ ଗ୍ରାମ ନିକଟସ୍ତ ବୋରବୋରା ବନ୍ଧ ରେ ପଡି ଛୁଆ ହାତୀ ର ମୃତ୍ୟୁ, ଏ ଅଞ୍ଚଳରେ ୪୨ ଟିକିଆ ହାତୀ ପଲ୍ଲ ଉତ୍ତପାତ୍ ମଚାଇ କାଲି ରାତ୍ରିରେ ଧାନ ଖାଇବାକୁ ଆସିଥିବାବେଳେ ବୋରବୋର ବନ୍ଧ ରୁ ରଣପୁର ବନବିଭାଗ କର୍ମଚାରୀ ପହଂଚି ଉଦ୍ଧାର କରିଛି ଛୁଆ ହାତୀ କୁ, ଛୁଆ ହାତୀ ର ବୟସ ୩ ମାସ ବୋଲି ଅନୁମାନ କରାଯାଉଛି, ବର୍ତ୍ତମାନ ସୁଦ୍ଧା ଛୁଆ ହାତୀର ମୃତ୍ଯୁ ର କାରଣ ଜଣାପଡିନାହିଁ। ବନବିଭାଗ ତଦନ୍ତ କରୁଛି।
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।