January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ୭୮ ତମ ସ୍ବାଧିନତା ଦିବସ ପାଳିତ


ମୋ ଟିଭି ଓଡିଶା / ଖୋର୍ଦ୍ଧା : ଟାଙ୍ଗି ସାରା ଦେଶ ଆଜି ୭୮ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶ କୁ ଗର୍ବିତ ଓ ସ୍ବାଧିନତା ଅଧିକାର ପରିପ୍ରେକ୍ଷୀରେ ଘର୍ ଘର୍ ତ୍ରିରଙ୍ଗା ସହ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦିପକ ପ୍ରଧାନ ପୈରେହିତରେ ଏକ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆମ ଅଞ୍ଚଳର ପୁର୍ବତନ ଅବସର ପ୍ରାପ୍ତ ଶିକ୍ଷକଙ୍କ ଦ୍ଵାର ପତକା ଉତୋଳନ କରାଯାଇଥିଲା l ବିକ୍ରମ କେଶରୀ ସାହୁ ପରିତୟ ପ୍ରଦାନ କରିବା ସହ ପରିଚାଳନା କରିଥିଲେ l

ଉପଦେଷ୍ଟା ପ୍ରକାଶ କୁମାର ବଳିୟାର ସିଂହ ସମବେତ ରେ ଜାତିୟ ସଙ୍ଗୀତ ଗାନ କରାଯାଇଥିଲା ଏଵଂ ସମସ୍ତେ ଏକଶ୍ଵରରେ ସ୍ଲୋଗାନ ଦେଇଥିଲେ ଅତିଥି ମାନେ ଦେଶ ଭକ୍ତି ଉପରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲେ ସଙ୍ଘର ସଭାପତି ଦିପକ ପ୍ରଧାନ ସାମ୍ବାଦିକ ମାନଙ୍କ ଉପରେ ଏକ ଉଦବୋଧନ ଦେଇଥିଲେ ସୁରକ୍ଷା ଓ ସ୍ବାଧିନତା ଦେଶରେ ବଜାଇ ରହୁ କହିଥିଲେ। ସାମ୍ବାଦିକ ବିଭୁତି ଭୁଷଣ ଦାଶ ଧନ୍ୟବାଦ ଦେଇଥିଲେ ସାମ୍ବାଦିକ ସୁଚତ୍ର ଭୁଜବଳ ସଭା ସାଙ୍ଗ କରିଥିଲେ ସମେତ ସାମ୍ବାଦିକ ଜିତେନ୍ଦ୍ର ମହାପାତ୍ର ଉପସ୍ଥିତ ରେ ଦାଶରଥି ଶ୍ରୀଚନ୍ଦନ, ଜ୍ଞାନରଞ୍ଜନ ଦାଶ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।