ମୋଟିଭି ଓଡ଼ିଶା:୧୩/୫:(ସୁଶାନ୍ତ କୁମାର ସାହୁ)
ପାହାଡ଼ିଆ ଉପାନ୍ତ ପଞ୍ଚୟତର ହେତ୍କ୍ଵାଟର ଠାରୁ ବ୍ଲକ ଅଫିସକୁ ଅସିବାକୁ ବସ୍ ନଥୁଲା। ଲୋକ ଅଟେ ଭଡ଼ା କରି ଅଯଥା ଖର୍ଚ୍ଚାନ୍ତ ହୋଇ ବ୍ଲକ ହେତ୍କ୍ସାଟରକୁ ଯଉଥୁଲେ। ଲକ୍ଷ୍ମୀ ଯେଜନା ହେବାପରେ ଲୋକ ସହଜରେ ଉପାନ୍ତ ଅଞ୍ଚଳରୁ ବ୍ଲକ ହେଡ୍କ୍ଵାଟରକୁ ଯାତାୟତ କରି ପାରୁଛନ୍ତି। ଯେଉଁ ପଞ୍ଚାୟତକୁ ବସ୍ ଯାଉନଥୁଲା ସେହି ପଞ୍ଚାୟତକୁ ଆଜି ଲକ୍ଷ୍ମୀ ବସ୍ ଯାତାୟାତ କରୁଛି। ଦାରିଙ୍ଗବାଡି ବ୍ଲକରେ ୨୫ଟି ପଞ୍ଚାୟତ ରହିଥୁବା ବେଳେ କିଛି ପଞ୍ଚାୟତକୁ ବେସରକାରୀ ବସ୍ ଯାତାୟାତ କରୁଥିଲା । ଅଧ୍କାଂଶ ଉପାନ୍ତ ପଞ୍ଚାୟତକୁ କୌଣସି ଯୋଗଯୋଗ ବ୍ଯବସ୍ଥା ନଥ୍ଲା।
ମେଡ଼ିକାଲ ବ୍ଲକ କାର୍ଯ୍ଯାଳୟ, ତହସିଲ କାର୍ଯ୍ୟାଳୟକୁ ଅଟେରେ ଅଧୁକ ଖର୍ଚ୍ଚାନ୍ତ ହୋଇ ଯତାୟାତ କରିବାକୁ ପଡୁ ଥିଲା । ଲକ୍ଷ୍ମୀ ବସ୍ ଗଡ଼ିବା ପରେ ମହିଳାମାନେ ୫ ଟଙ୍କାରେ ଯତାୟାତ କରୁଛନ୍ତି। ଲୋକ ଆବଶ୍ୟକ ରାସନ୍ ସାମଗ୍ରୀ ଗାଁରେ ଉଚା ଦରରେ କିଣିବା ବଦଳରେ ଦାରିଙ୍ଗବାଡି ଆସି କିଣୁଛନ୍ତି । ଚାଷୀମାନେ ଭତ୍ପାଦିତ ଫସଲ ବଜାରରେ ଆଣି ସହଜରେ ବିକ୍ରି କରି ପାରୁଛନି। ଲକ୍ଷ୍ମୀ ବସ୍ ପଡ଼ିବା ଫଳରେ ଭପାନ୍ତ ଅଞ୍ଚଳର ଲୋକ ସହରାଞ୍ଚଳ ସହ ଯୋଡି ହୋଇପାରିଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ