February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁରୀରେ ନିଲୁ ଓ ସୁନୀଲଙ୍କ କଡା ଫାଇଟ

ମୋଟିଭି ଓଡିଶା : ପୁରୀ (ରାଜେଶ କୁମାର ) ରାଜ୍ୟ ରାଜନୀତିର ଆଖିରେ ଏବେ ପୁରୀ ବିଧାନସଭା ଆସନ । ୨୦୨୪ ଇଲେକ୍ସନରେ କଣ ହେବ ଗଣିତ ? ତାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । କାହିଁକି ନା ଆଉ ନାହାନ୍ତି ବର୍ଷିୟାନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି । ତାଙ୍କ ସ୍ଥାନ ଏବେ ନେଇଛନ୍ତି ତାଙ୍କ ପୁଅ ସୁନୀଲ ମହାନ୍ତି । ର୍ଦୀଘବର୍ଷଧରି ପୁରୀ ଦେଖି ଆସୁଥିବା ପଲିଟିକ୍ସ ଆଉ ଦେଖିବାକୁ ମିଳିବ ତ ? ବାପାଙ୍କ ପରି ପୁଅ ନିଭାଇ ପାରିବେ ତ ଭୂମିକା ? କାହିଁକି ନା ଗୁରୁ ଙ୍କୁ ହରାଇ ଏବେ ପୁରୀର ବିଧାୟକ ଅଛନ୍ତି ନିଲୁନା। ଗୁରୁ ମହେଶ୍ୱରଙ୍କୁ  ହରେଇ ଥିଲେ ଏବେ ତାଙ୍କ ପୁଅକୁ କରିବେ ସାମ୍ନା। ପୁରୀରେ ମହେଶ୍ୱରଙ୍କର ରହିଛି ଛାପ । ପୁରୀ ପାଇଁ ତାଙ୍କର ଅତୁଳନୀୟ ଅବଦାନ। ଯାହା ଏବେ ପୁଅ ସୁନୀଲଙ୍କ ରାଜନୀତି ପଥରେ କରିବ ସୁଗମ । ଆଉ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବି ଆଗେଇ ଆସି ଆରମ୍ଭ କରିଦେଲେଣି କାର୍ଯ୍ୟ । ହାତରେ ନାହିଁ ସମୟ ନିଲୁଙ୍କୁ ହରେଇବା ପାଇଁ ପଣ କରିଛନ୍ତି ସୁନୀଲ। ପୁରୀ ବାସୀଙ୍କ କରୁଛନ୍ତି ଆଶ୍ରୀବାଦ ଭିକ୍ଷା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।