ମୋଟିଭି ଓଡିଶା : ସୋର ୨୦/୦୫: ସୋର ବିଜେପି କାର୍ଯ୍ୟାଳୟରେ ବିଜେପି ଓଡିଶା ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ପହଂଚି ଆସନ୍ତା ସାଧାରଣ ନିର୍ବାଚନ ରେ ବିଜୟ ପାଇଁ କର୍ମୀ ମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର l ଆସନ୍ତା ଜୁନ ୧ ତାରିଖରେ ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ଵାଚନରେ ସୋର ବିଜେପି ବିଧାୟକ ପ୍ରାଥୀ ଏବଂ ଭଦ୍ରକ ସାଂସଦ ପାର୍ଥୀଙ୍କୁ ବିଜୟ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଙ୍କ ସହ ଆଲୋଚନା କରି ବିଜୟ ର ଗୁରୁମନ୍ତ୍ର ଦେଇଛନ୍ତି l ସୋର ରେ ବିଜେପି ବିଧାୟକ ପାର୍ଥୀ ପର୍ଶୁରାମ ଧଡ଼ା ଦେଇଛନ୍ତି ବଡ଼ ବୟାନ, ୩୦ ହଜାର ମାର୍ଜିନରେ ବିଜେପି ସୋର ରେ ବିଜୟ ଲାଭ କରିବ ବୋଲି ଦମ୍ଭକ୍ତି ବାଢିଛନ୍ତି ପର୍ଶୁରାମ ଧଡ଼ା l ବିଜେଡି ଖଣି ଚୋରଙ୍କ ଦଳ ସାଜିଛି, ସୋର ରେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ପର୍ଶୁରାମ ଧଡ଼ା କହିଛନ୍ତି l
More Stories
ଆଜି ସୁନା ଦରରେ ରେକର୍ଡ ହ୍ରାସ
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ
ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ?