February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗ୍ରାମ ଚୌକିଆ ସହ ବିଜେଡି କର୍ମୀଙ୍କ ଘରୁ ବିପୁଳ ମଦ ଜବଦ


ମୋଟିଭି ଓଡିଶା : ସୋର : ଗ୍ରାମ ଚୌକିଆ ଏବଂ ବିଜେଡି କର୍ମୀ ଙ୍କ ଘରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବଦ, ସୋର ଥାନା କେଦାରପୁର ପଞ୍ଚାୟତ ର ଗ୍ରାମ ଚୌକିଆ ଭାଗିରଥି ନାୟକ ଏବଂ ସେହି ଗ୍ରାମ ର ଲଷ୍ମୀକାନ୍ତ ନାୟକ ମିଶି ଚଳାଇଥିଲେ ଚୋରା ମଦ ର ସାମ୍ରାଜ୍ୟ, ବିଜେଡି ର ଛତ୍ର ଛାୟା ତଳେ ରହି ନିର୍ବାଚନ ପାଇଁ ରଖିଥିଲେ ବିପୁଳ ମଦ l

ସୂଚନା ପାଇ ସୋର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହିତ ଚୌକିଆ ଭାଗିରଥି ନାୟକ ଙ୍କୁ ଗିରଫ କରାଯାଇଥିବା ବେଳେ ଲଷ୍ମୀକାନ୍ତ ନାୟକ ଫେରାର ଥିବା ଜଣା ପଡିଛି l ଜବଦ ମଦ ର ମୂଲ୍ୟ ତିନି ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।