January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତିନି ଓଡ଼ିଆ ନେଲେ ଶପଥ 

ମୋଟିଭି ଓଡିଶା / ନୂଆଦିଲ୍ଲୀ :

ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଶପଥ ପାଠ କରାଇଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହିତ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ  ତିନି  ଓଡ଼ିଆ ଶପଥ ନେଇଛନ୍ତି।  ଧର୍ମେନ୍ଦ୍ର ପ୍ରଧାନ,  ଅଶ୍ୱିନୀ ବୈଷ୍ଣବ  ଏବଂ ଜୁଏଲ ଓରାମଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ମୋଦିଙ୍କ  କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜନାଥ ସିଂ ଏବଂ ଅମିତ୍‌ ଶାହ, ନୀତିନ ଗଡ଼କରୀ, ଜେପି ନଡ୍ଡା, ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କର, ପୀୟୂଷ ଗୋୟଲ,  ଜିତନ ରାମ ମାନଝୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ୱାମୀ, ସର୍ବାନନ୍ଦ ସୋନଓ୍ୱାଲ , ରାଜୀବ ରଞ୍ଜନ ସିଂ, ଡ. ବିରେନ୍ଦ୍ର କୁମାର, ପ୍ରହ୍ଲାଦ ଯୋଶୀ, ରାମ ମୋହନ ନାଇଡୁ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ମୁନସୁଖ ମାଣ୍ଡଭିୟ,  ହରଦୀପ ସିଂହ ପୁରୀ, କିରଣ ରିଜିଜୁ, ଅନ୍ନପୂର୍ଣ୍ଣ ଦେବୀ, ଗଜେନ୍ଦ୍ର ସିଂ ସେଖାଓ୍ୱତ, ଜି. କିଷନ ରେଡ୍ଡୀ, ଚିରାଗ ପାସଓ୍ୱାନ, ସି.ଆର. ପାଟିଲ, ଇନ୍ଦ୍ରଜିତ ସିଂ, ଜିତେନ୍ଦ୍ର ସିଂ ଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।