ମୋଟିଭି ଓଡିଶା : ଆସନ୍ତା ୧୭ ରୁ ବଢିବ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା। ୧୮ ତାରିଖ ରେ ମଧ୍ୟ ଦକ୍ଷିଣ ଓଡ଼ିଶା ରେ ହେବ ବର୍ଷା। ମୌସୁମୀ ବର୍ତ୍ତମାନ କୋରାପୁଟ ରେ ସକ୍ରିୟ ରହିଥିବାବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳ ରେ ପ୍ରାକ୍ ମୌସୁମୀ ବର୍ଷା ରହିଛି। କିନ୍ତୁ ଉପକୂଳ ରେ ଗୁଳୁଗୁଳି ଲାଗି ରହିବ। ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେବ୍ ରହିବ।
More Stories
ଶେଷ ହୋଇଯିବ ବିଜେଡି ।
ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ
18 ତମ ପ୍ରବାସୀ ଭାରତୀୟ ଦିବସ