February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ।

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}


  କଳାହାଣ୍ଡି:୦୮/୦୪- ଧର୍ମଗଡ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରେ ବେଆଇନ ଭାବେ ପୋଡ଼ୁ ଚାଷ ପାଇଁ ଜଙ୍ଗଲ ରେ ନିଆଁ ଲଗାଉ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ବଡ଼ ବାରଲୀ ଅଞ୍ଚଳ ର ମିନୁ ଯାନୀ ଙ୍କ ପୁଅ ରାମ ଯାନୀ (୪୦) କୁ ଘଟଣାସ୍ଥଳ ରୁ ଗିରଫ କରି କୋକସରା ଜେ ଏମ ଏଫ ସି କୋର୍ଟ ରେ ହାଜର କରିବା ପରେ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି। ମହିଳା ଫରେଷ୍ଟର ମନୀଷା ପଟ୍ଟନାୟକ ଆମପାଣି ଫରେଷ୍ଟ ଅଧିକାରୀ ଭାବେ ଯୋଗ ଦେବା ପରେ ଜଙ୍ଗଲ ର ସୁରକ୍ଷା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି।।ପୂର୍ବରୁ ମଧ୍ୟ ବେଆଇନ ଭାବେ ଜଙ୍ଗଲ କାଟିବା ଅଭିଯୋଗ ରେ ଅନେକ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥବା ନଜିର ରହିଛି।ଜଣେ ମହିଳା ଫରେଷ୍ଟର ହୋଇ ମଧ୍ୟ ତାଙ୍କ ଜଙ୍ଗଲ ପ୍ରତି ସୁରକ୍ଷା କୁ ନେଇ ସାଧାରଣ ରେ ପ୍ରସଂଶା କରାଯାଉଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।