ମୋ ଟିଭି ଓଡିଶା / ଖୋର୍ଦ୍ଧା : ଘରୋଇ ଫାଇନାନ୍ସ କମ୍ପାନୀ କୀର୍ତନ ଫିନଶର୍ଭ ଖୋର୍ଦ୍ଧା ଟାଙ୍ଗୀ ଶାଖାର ବ୍ରାଞ୍ଚମ୍ୟାନେଜର ବ୍ୟାଙ୍କରେ ଟଙ୍କା ଜମାକରିବାକୁ ନେଇଥିଲେ, କିନ୍ତୁ ବ୍ୟାଙ୍କରେ ବ୍ରାଞ୍ଚମ୍ୟାନେଜର ଦୀପକ କୁମାର ସାହୁ ଟଙ୍କା ଜମା ନକରି କ୍ଲଷ୍ଟର ମ୍ୟାନେଜର ପୁଣ୍ଡରୀ କକସତ ଙ୍କୁ ଦୁଇଟି ବ୍ୟାଙ୍କ ଡିପୋଜିଟ ର ଡୁପ୍ଳିକେଟ ସ୍ଲିପ ଦେଇଥିଲେ l କ୍ଲଷ୍ଟର ମ୍ୟାନେଜରଙ୍କ ର ସନ୍ଦେହ ହେବାରୁ ସେ ନିଜେଯାଇ ବ୍ୟାଙ୍କରେ ତଦାରଖ କରିବାରୁ ଡିପୋଜିଟ ସ୍ଲିପ ଜାଲଥିବା ଜାଣିବାକୁ ପାଇଥିଲେ l ପୂର୍ବରୁ ଉକ୍ତ ବ୍ୟାଙ୍କ ମ୍ୟାନେଜର ଜଣକ 8ଟି ମୋବାଇଲ ଫୋନ ଓ ଗୋଟିଏ ରାଇସ କୁକର ଚୋରି କରିନେଇ ପଳାଇଥିଲେ l ଏ ନେଇ ଘରୋଇ ଫାଇନାନ୍ସ କମ୍ପାନୀ ର କ୍ଲଷ୍ଟର ମ୍ୟାନେଜର ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାର ରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟ ରୁ 3ଟି ମୋବାଇଲ ଫୋନ ଓ ଗୋଟିଏ ରାଇସ କୁକର ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।