MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ କମଲା ହ୍ୟାରିସ୍

ମୋ ଟିଭି ଓଡିଶା ବ୍ୟୁରୋ :

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ କମଲା ହ୍ୟାରିସ୍। ଏନେଇ ଆମେରିକାର ଡେମୋକ୍ରେଟିକ ପାର୍ଟି ପକ୍ଷରୁ ଶନିବାର ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ଦଳ ତାଙ୍କୁ ବିଶ୍ବାସ କରିଥିବାରୁ ହମଲା ହ୍ୟାରିସ୍ ଖୁସୀ ବ୍ୟକ୍ତ କରିଛନ୍ତି। ଆମେରିକାର ଉପ-ରାଷ୍ଟ୍ରପତି ଥିବା କମଲା ହ୍ୟାରିସ୍ ‘ଏକ୍ସ’ରେ ପୋଷ୍ଟ ଏନେଇ କରି ସୂଚନା ଦେଇଛନ୍ତି। ଏଥର ଆମେରିକାରେ ଟ୍ରମ୍ପ- ହ୍ୟାରିସ ଲଢେଇ ଦେଖିବାକୁ ମିଳିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ରେସରୁ ବାଦ ପଡିବା ପରେ କମଲା ହ୍ୟାରିସ ନା ସାମ୍ନାକୁ ଆସିଥିଲା। ନିର୍ବାଚନରେ ଦମଦାର ପ୍ରଚାର ଯୋଗୁ କମଲା ହ୍ୟାରିସକୁ ଦଳ ପ୍ରାର୍ଥୀ କରିଥିବା କୁହାଯାଉଛି। ହ୍ୟାରିସକୁ ଦଳର ବରିଷ୍ଠ ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସମର୍ଥନ ମଧ୍ୟ ଜଣାଇଛନ୍ତି। ହ୍ୟାରିସ ରାଷ୍ଟ୍ରପତି ପ୍ରାର୍ଥ ଘୋଷଣା ହେବା ପରେ ଏଥର ଆମେରିକା ନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି। ରିପବ୍ଲିକାନ ପାର୍ଟିର ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତି ଜନତାଙ୍କ ସମ୍ପାଥି ରହିଛି। ନିକଟରେ ନିର୍ବାଚନ ପ୍ରଚାରରେ ଟ୍ରମ୍ପଙ୍କ ଉପରକୁ ଗୁଳି ମାଡ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।