February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାମ୍ବାଦିକ ଭବନ ରେ ଉଡିଲା ତ୍ରିରଙ୍ଗା..


ମୋ ଟିଭି ଓଡିଶା / ଗଞ୍ଜାମ : 78 ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ପ୍ରସ୍ତାବିତ ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧୟିକା ଲତିକା ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା,ନଗର ବିଜେଡି ସଭାପତି ଭାଗବାନ ସ୍ୱାଇଁ, ବ୍ରଜେନ୍ଦ୍ର ପ୍ରଧାନ, ଆଦିତ୍ୟନାଥ ତ୍ରିପାଠୀ, ପ୍ରଣୟ ମହାପାତ୍ର, ଶମ୍ଭୁପାଣି ବେହେରା, ରସଲ ଦାଶ, ରାଜେନ୍ଦ୍ର ଖଟାଇ ସୁରଜ ରେଡି ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ୍ୟ ଯୋଗ ଦେଇଥିଲେ..


ଗଣତନ୍ତ୍ରର ରକ୍ଷା ପ୍ରତ୍ୟକ ନାଗରିକଙ୍କ ଦାୟିତ୍ୱ ଉପରେ ମୁଖ୍ୟ ଅତିଥି ଉଦବୋଧନ ଦେଇ ଥିଲେ.. ସମସ୍ତ ସାମ୍ବାଦିକ ତ୍ରିରଙ୍ଗା କୁ ସମ୍ମାନ ଜଣାଇ ଗଣତନ୍ତ୍ର ରକ୍ଷା ପାଇଁ ଆହ୍ୱାନ ଦେଇଥିଵା ଦେଖିବାକୁ ମିଳିଥିଲା ଅନୁଷ୍ଠିତ ଉତ୍ସବ ରେ ସାମ୍ବାଦିକ ପୀତବାସ ଦାଶ, ଗଣେଶ ଡାକୁଆ, କୃଷ୍ଣ ଚନ୍ଦ୍ର ନାହାକ, ବିବେକାନନ୍ଦ ସାହୁ, ଆଲୋକ କୁମାର ଦାଶ,ସନ୍ତୋଷ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସାମ୍ବାଦିକ ସରୋଜ କୁମାର ମିଶ୍ର ପରିଶେଷରେ ଧନ୍ୟବାଦ ଦେଇଥିଲେ…
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।