MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପି ହାଇସ୍କୁଲ ପରିସରରେ ଏକ କୁଇଜ ପ୍ରତିଯୋଗିତା

ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ସ୍ବାଧିନତା ଦିବସ ଅବସରରେ ବିଜେପି ହାଇସ୍କୁଲ ପରିସରରେ ଏକ କୁଇଜ ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଭୁଷଣ୍ଡପୁର ହାଇସ୍କୁଲର ର ୧୦ ଶ୍ରେଣୀ ଛାତ୍ର ପ୍ରଶନ୍ନ କୁମାର ସ୍ବାଇଁ ଙ୍କୁ ଜିଲ୍ଲା ପାଳ ଚଞ୍ଚଳ ରଣା ଖୋର୍ଦ୍ଧା ଏସପି ଅଭିଳାଷ କୁମାର ଙ୍କ ଉପସ୍ଥିତ ରେ କୃତି ପ୍ରତିଯୋଗୀ କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ଚଳିତ ମାସ ୯ ତାରିଖରେ ୧୦ ଟି ପଞ୍ଚାୟତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗୀତା ଭୁଷଣ୍ଡପୁର ହାଇସ୍କୁଲର ପରିସରରେ ଆୟୋଜନ କରାଯାଇଥିଲା ଆୟୋଜନ ହୋଇ ଥିଲା କୃତି ପ୍ରତିଯୋଗୀ ଙ୍କ ମଧ୍ୟରେ ପ୍ରସନ୍ନ କୁମାର ସ୍ବାଇଁ ଟପ୍ପର ହୋଇଥିବା ହୋଇଥିଲେ।ଗଢିଶା ଗଦା ଥାନା ଅନ୍ତର୍ଗତ ବାଦୁରା ବର ଗ୍ରାମ ର ପ୍ରଦିପ କୁମାର ସ୍ବାଇଁ ଙ୍କ ପୁଅ ପ୍ରସନ୍ନ ସ୍ବାଇଁ ଜଣେ ଗରିବ ପରିବାର ହୋଇ ଥିବା ବେଳେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ଆଗରୁ ବହୁ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପୁରସ୍କୃତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଖବର ପାଇ ବା ପରେ ସୁଲ ଅଭିଭାବକ ଓ ସାଙ୍ଗ ସାଥି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।