February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହାଇକୋର୍ଟ ନିର୍ଦେଶ ପରେ ପଦବୀ ଫେରି ପାଇଲେ ଗୁମିକିଆ ସରପଞ୍ଚ , ତ୍ରିନାଥ ପ୍ରଧାନ

ଦାରିଙ୍ଗବାଡି ( ମୋ ଟିଭି ଓଡିଶା ):ସୁଶାନ୍ତ କୁମାର ସାହୁ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ତାଙ୍କ ପଦବୀ ପୁର୍ନବାର ଫେରି ପାଇଛନ୍ତି ୫ ସନ୍ତାନ ଥିବା କହି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ ହେଲେ ପରେ ହାଇକୋର୍ଟ ର ଦ୍ଵାରସ୍ତ ହୋଥିଲେ ତ୍ରିନାଥ ତାଙ୍କ ନାଁରେ ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ପ୍ରମାଣ ଦେଇଥିଲେ l

ତ୍ରିନାଥ ପୁର୍ନବାର ଏହି ପଦବୀ ପାଇଥିବାରୁ ତାଙ୍କ ସମର୍ଥକ ମାନେ ପଞ୍ଚାୟତ କାଯ୍ୟାଳୟରେ ତ୍ରିନାଥଙ୍କୁ ସମର୍ଥନ କରିବା ସହିତ ଅଭିନନ୍ଦନ ଜଣାଇଥିଲେ l ଗୁମିକିଆ ପଞ୍ଚାୟତ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଯେଉଁ ଅଭିଯୋଗ କରିଥିଲେ, ତାହାକୁ ସମସ୍ତ ୱ।ଡ଼ ମେମ୍ବର ବିରୋଧ କରିବା ସହିତ ଏଭଳି କାଯ୍ୟକୁ ନିନ୍ଦା କରିଥିଲେ l ଆଠ ଶହ ଭୋଟରୁ ଅଧିକ ଭୋଟ ରେ ଜିତିଥିଲେ ତ୍ରିନାଥ ଯାହାକି ସମ୍ଭାଳି ପାରିନଥିଲେ ପିତର ପ୍ରଧାନl

ନିଜେ ହାରିବାପରେ ବିକଳରେ ତାଟିଆ କାମୁଡ଼ିବା କଥା କହିଥିଲେ ତ୍ରିନାଥ ଙ୍କ ସମର୍ଥକ ଏଭେନେଶ୍ୱର ନାୟକ । ପଞ୍ଚାୟତ କଆଯ୍ୟାଳୟରେ ସହ ସହ ସମର୍ଥକ ଉପସ୍ଥିତ ରହିବା ସହିତ ତ୍ରିନାଥ ପ୍ରଧାନଙ୍କୁ ପୁର୍ନବାର ସରପଞ୍ଚ ଭାବରେ ପାଇଁ ଖୁସି ବନାଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।