ଖୋର୍ଦ୍ଧା ( ମୋ ଟିଭି ଓଡିଶା ) : ଟାଟା କମ୍ପାନୀ ର ମନମାନୀ। ଲୋଭୋଲଟେଜ, ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ ଶୋଷଣକୁ ନେଇ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଶୋଷଣ।
ଖୋର୍ଦ୍ଧା ଜିଲ୍ଲା ଜଂକିଆ ବିଦ୍ୟୁତ ଉପଖଣ୍ଡ ନିରାକାରପୁର ବିଦ୍ୟୁତ ସେକସନ କାର୍ଯ୍ୟାଳୟ ମୂଖ୍ୟ ଗେଟରେ ତାଲା ପକାଇ ଗେଟ ସମ୍ମୁଖରେ ବିଦ୍ୟୁତ ଉପଭୋକ୍ତାଙ୍କ ଧାରଣା ଓ ପ୍ରତିବାଦ।ଧାରଣା ଓ ପ୍ରତିବାଦରେ ସାମିଲ ଅଛନ୍ତି ୮ଟି ଗ୍ରାମପଞ୍ଚାୟତ ର ବିଦ୍ୟୁତ ଉପଭୋକ୍ତା।ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ ବିଦ୍ୟୁତ ଉପଭୋକ୍ତା ମାନଙ୍କ ସହିତ ଆଲୋଚନା କରି ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତତିବ୍ରତର କରିଯିବ ବୋଲି ଚେତାବନୀ ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।