February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯୁବକଙ୍କ ନିଆରା ନିଶା ସକାଳୁ ଉଠିଲେ ଛାତ୍ରାବାସରହୁଥିବା ପିଲାଙ୍କୁ ପାଠ ପଢ଼ାଇବା ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଆଜିର ଲୋଭ ମାୟା ଦୁନିଆରେ କେତେ ଜଣ କାହାକୁ ସାହାଯ୍ୟ କରୁଛନ୍ତି । ଜେବି କିଛି ସାହାଯ୍ୟ କରୁଛି ସେ ମିଡ଼ିଆ ଆଗରେ ଚର୍ଚ୍ଚାରେ ହେଲେ ଆମେ ଏମିତି ଜଣେ ଯୁବକଙ୍କ କଥା କହୁଛୁ ଯେକି ଦୁଇବର୍ଷରୁ ଅଧିକ ଦିନ ହେଲାଣି ବୁଡ଼ାଗୁଡା ପ୍ରାଥମିକ ବିଦ୍ୟାଳୟ ର ଛାତ୍ରାବାସ ରେ ରହୁଥିବା ୪୦ ଜଣ ଛାତ୍ରଙ୍କୁ ଶିକ୍ଷାଦାନ ଦେଉଛି ପୁଣି ବିନା ସ୍ୱାର୍ଥରେ ଯୁବକ ଜଣକ ହେଲେ ଗୁମିକିଆ ପଞ୍ଚାୟତ ର ସୁନୀଲ ଦିଗାଲ ବୟସ ୩୦ ସୁନୀଲ ଜଣେ ଗ୍ରାଜୁଏଟ ହେଲେ ଏକ ବେସରକାରୀ ସଂସ୍ଥା ରେ କାମକରୁଛନ୍ତି l

ତେବେ ଯେଉଁ ସମୟ ବଳୁଛି ସେହି ସମୟ ବାହାର କରି ସେ ଛାତ୍ରାବାସ ରେ ରହୁଥିବା କୁନିକୁନି ପିଲା ମାନଙ୍କୁ ପ୍ରଥମେ ଆସି ମାଗଣାରେ ପାଠପଢ଼ା ଆରମ୍ଭ କରିଥିଲେ ।ଯେଉଁଠି ଛାତ୍ରାବାସ ରେ ପିଲା ରହି ବହିଖୋଲୁନଥିଲେ ଏବେ ସେହି ଛାତ୍ରାବାସ ରେ ସକାଳୁ ୬ଟା ସମୟରୁ ୮ ଘଣ୍ଟିକା ସମୟ ଏବଂ ସନ୍ଧ୍ୟା ୬ଟା ସମୟରୁ ୮ ଘଣ୍ଟିକା ସମୟ ପର୍ଯ୍ୟନ୍ତ ପାଠ ପଢୁଛିନ୍ତ ପିଲା ।ଏଭଳି ଚିନ୍ତା ଧାରା ପାଇଁ ସୁନୀଲ ଏବେ ଅଞ୍ଚଳରେ ଚର୍ଚ୍ଚାରେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।