ସୋର : ୨୩ କେଜି ଗଞ୍ଜେଇ ଜବଦ ଜଣେ ଗିରଫ l ଅବକାରୀ ସୁପରିଟେଣ୍ଡ ସୁଶାନ୍ତ ପାଢ଼ୀ ଙ୍କ ନିର୍ଦେଶ ରେ ନୀଳଗିରି ଅବକାରୀ ଅଧିକାରୀ କେଶବ ଦାସ ଙ୍କ ନେତୃତ୍ୱ ରେ ଖଇରା ଅବକାରି ସୁରଜ କୁମାର ଟୀଗା ଦ୍ଵାରା ଏକ ଟିମ ଖଇରା ବ୍ଲକ ଅନ୍ତରା ପଂଚାୟତ କନ୍ଦଡା ଗ୍ରାମ ରେ ଜଗବନ୍ଧୁ କ୍ୱଅଁର ଘରେ ଚଢ଼ାଉ କରି 23 କେଜି ଗଂଜେଇ ଜବଦ କରି ଜଗବନ୍ଧୁ ଙ୍କୁ ଗିରଫ କରି 136/24 ନଂ ମୂଳେ ମାମଲା ରୁଜୁ କରି ଆଜି ଗୁରୁବାର ଅପରାହ୍ନ 5 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l ଏଥିରେ ଖଇରା ଅବକାରୀ ଟିମ ଏହି ଚଢ଼ାଉ ରେ ସହଯୋଗ କରିଥିଲେ l
୨୩ କେଜି ଗଞ୍ଜେଇ ଜବତ ଜଣେ ଗିରଫ

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।