January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳ ଙ୍କ ପୁରୀ ଯାତ୍ରା

ନଭେମ୍ବର ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରୀ ତାଳବଣିଆ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସିନିଅର ସିପକ ଟାକ୍ରୋ ଖେଳରେ ଭାଗ ନେବେ l

ସୁନ୍ଦରଗଡ( ଦେବେନ୍ଦ୍ର କୁମାର ଭିତ୍ରିଆ) ୦୨/୧୧ :

ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳ ଟ୍ରେନ ଯୋଗେ ପୁରୀ ଯାତ୍ରା କରିଛନ୍ତି l ନଭେମ୍ବର ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରୀ ତାଳବଣିଆ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସିନିଅର ସିପକ ଟାକ୍ରୋ ଖେଳରେ ଭାଗ ନେବେ l

ମହିଳା ଦଳରେ ମଧୁସ୍ମିତା ଭିତ୍ରିଆ, ପ୍ରତୀକ୍ଷା ବିଲୁଙ୍ଗ, ମଞ୍ଜୁଲତା ମହlକୁଲ, ସୁସ୍ମିତା ଖଡିଆ ଥିବା ବେଳେ ପୁରୁଷ ଦଳରେ ନରେନ୍ଦ୍ର ମାଝୀ, କବିର କିସlନ, ଦୀପକ କିସାନ, ଚୂଳଦେବ ରୋହିଦlସ ଓ ସ୍ଵାଗତ ନାଏକ ଅଛନ୍ତି l ଜାତୀୟ ରେଫରୀ କିରଣଶିଳା ବାର୍ଲl ଓ କୋଚ୍ ଲିପ୍ସା ଷଡଙ୍ଗୀ ଦଳରେ ସାମିଲ ଅଛନ୍ତି l

ସୁଶାନ୍ତ କୁମାର ଷଡଙ୍ଗୀଙ୍କ ତତ୍ତ୍ଵାବଧାନରେ ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ l ସିପକ ଟାକ୍ରୋ ଦଳଙ୍କୁ ସୁନ୍ଦରଗଡ ଜିଲ୍ଲା ସିପକ ଟାକ୍ରୋ ସଂଘ ତରଫରୁ ଶୁଭେଛା ଜଣାଇଛନ୍ତି l

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।