February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚିକିତ୍ସା ଅବହେଳାରୁ ସାପ କାମୁଡା ରେ ମହିଳା ମୃତ

ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ସାପ କାମୁଡା ରେ ମହିଳା ମୃତ l ଡାକ୍ତର ଖାନାରେ ଚାପା ଉତ୍ତେଜନା

ଟାଙ୍ଗୀ :

ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ସାପ କାମୁଡା ରେ ମହିଳା ମୃତ l ଡାକ୍ତର ଖାନାରେ ଚାପା ଉତ୍ତେଜନା , ଭଦ୍ର ବ୍ୟକ୍ତି ବିଶେଷମାନଙ୍କ ବୁଝାଶୁଝା ପରେ ବି ଥମୁ ନାହାଁନ୍ତି ଗ୍ରାମ ବାସୀ l


ମୃତକ ଜଣଙ୍କ ଅନୁସୟା ମହାରଣା, ବୟସ 49, ଘର ବଡ଼ପାରି, ଘର ବାରି ପଟେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେବାଫଳରେ, ମହିଳା ଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l

ଚିକିତ୍ସା ଅବହେଳାରୁ ସମ୍ପୃକ୍ତ ମହିଳାଙ୍କର ମୃତ ଘଟିଛି ବୋଲି ପରିବାର ଓ ଗ୍ରାମ ବାସୀ ଙ୍କ ଅଭିଯୋଗ ଟାଙ୍ଗୀ ହସ୍ପିଟାଲ ରେ ଉତେଜନା ଦେଖା ଦେଇଛି, ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ବୁଝା ସୁଝା କରିଛି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।