MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୨୪ ଘଣ୍ଟିଆ ବିଦ୍ୟୁତ ସେବା ନେଇ ବିଦ୍ୟୁତ କଯ୍ୟାଳୟରେ ବୈଠକ ।

ନିଜେ ସୁରକ୍ଷା ରହି ପ୍ରତେକ ବିଦ୍ୟୁତ ଉପଭୋକ୍ତାଙ୍କୁ ସୁରକ୍ଷା ଦେବ TPSODL ।


ଦାରିଙ୍ଗବାଡି,ମୋ ଟିଭି ଓଡିଶା:(ସୁଶାନ୍ତ କୁମାର ସାହୁ)


କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବିଦ୍ୟୁତ କାଯ୍ୟାଳୟ ରେ TPSODL କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଦାରିଙ୍ଗବାଡି, ବ୍ଲକ ରେ ୨୫ ଗୋଟି ପଞ୍ଚାୟତରେ ୨୩୦୦୦ ହଜାରରୁ ଉର୍ଦ୍ଧ ବିଦ୍ୟୁତ ଉପଭକ୍ତା ରହିଥିବା ବେଳେ ସେମାନଙ୍କ ପାଖରେ କିପରି ଠିକ ସମୟରେ ସେବା ପାଇଁ ପାଇବେ । ସେ ନେଇ ଆଲୋଚନା ହୋଇଥିଲା ।

ବୈଠକରେ ଏମ୍ସ ସୁପରଭାଇଜର ସୁଧାକର ମିଶ୍ର, ସାଇ ରାଉଳ , ସୌମକାନ୍ତ ପଣ୍ଡା, ଏବିସି ସୁପରଭାଇଜର ସୁଶାନ୍ତ କୁମାର ସାହୁ ଲାଇନମେନ ଜଗତ ଜୀବନ ଜେନା,ଡ଼ି ସନ୍ତୋଷ କୁମାର ଦୋରା, ନିରଞ୍ଜନ ମହାରଣା, ଗଣପତି ଗୌଡ଼, ଜିତେନ୍ଦ୍ର କୁମାର ସିଂ, ଜିତୁନା ସାହୁ, ଧବଳେଶ୍ବର ବେହର ଦଳାଇ, ବରୁଣ କୁମାର ପାତ୍ର, ହେମନ୍ତ କୁମାର ନାୟକ, ରାକେଶ କୁମାର ପରିଡ଼ା, ଅଜିତ କୁମାର ସାହୁ, ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।