January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସେବତୀବାହାଲ ଗୋପବନ୍ଧୁ ଫୁଟବଲ ପଡ଼ିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଘାଟିତ ।

ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିତ୍ରିଆ) :

ଆଜି ନଭେମ୍ବର 8 ତାରିଖ ଶୁକ୍ରବାର ଦିନ 10: 45 ମିନିଟ ସମୟରେ ସେବତୀ ବାହାଲ ଗୋପବନ୍ଧୁ ଫୁଟବଲ ପଡ଼ିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଘାଟିତ ହୋଇ ଯାଇଛି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ , ସୁନ୍ଦରଗଡ଼ ପର୍ଶୁରାମ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥଲେ । ତେବେ ଏହି ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ୍ ର ମୁଖ୍ୟ ଅତିଥି ଭାବେ ସହର ବରିଷ୍ଠ ଆଇନଜୀବି ତଥା ବିଶିଷ୍ଟ ଶିକ୍ଷାବିତ ରାଜ କିଶୋର ଷଡ଼ଙ୍ଗୀ ଯୋଗ ଦେବା ସହ ଖେଳାଳୀଙ୍କ ଖେଳ ଉପଭୋଗ କରିଥଲେ ।

ତେବେ ଆଜି ପ୍ରଥମ ମ୍ୟାଚ ଗୋପବନ୍ଧୁ ଫୁଟ୍ ବଲ ଦଳ ଓ ବିର୍ବିରା ଫୁଟବଲ ଦଳ ମଧ୍ୟରେ ହୋଇଥଲା, ସେହିପରି ଦ୍ବିତୀୟ ମ୍ୟାଚ କର୍ଲାଘାଟି ଦଳ ଓ ଇଣ୍ଡୋ ଦଳ ମଧ୍ୟରେ ହୋଇ ଥିଲା । ଏହି ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ମୋଟ 16 ଟି ଦଳ ଭାଗ ନେଉଥିବା ବେଳେ ଶେଷ ଦିନରେ ଦୁଇଟି ମହିଳା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି କମିଟି କହିଛି ।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।