February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏ ଏସ୍ ଆଇ ଙ୍କ ବାଦନ୍ୟତା


ସୁନ୍ଦରଗଡ ( ଦେବେନ୍ଦ୍ର କୁମାର ଭିତ୍ରିଆ ) :

ଏ ଏସ୍ ଆଇ ଙ୍କ ବାଦନ୍ୟତା ଅସହାୟ ବୃଦ୍ଧାଙ୍କୁ ନିଜ କୋଳରେ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଲେ ସସ୍ମିତା ।
ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଜଣେ ବୃଦ୍ଧା ଦୀର୍ଘ କିଛି ବର୍ଷ ଆଗରୁ ଆସି ସେହି ଗ୍ରାମର ବୃଦ୍ଧଙ୍କ ସହିତ ଏକ ଝୁପୁଡି ଘରେ ରହି ଆସୁଥିଲେ ।

ଉଭୟ ବୃଦ୍ଧ ଦମ୍ପତି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ବେଳେ କିଛି ମାସ ହେବ ବୃଦ୍ଧା ଜଣକ ଆଉ ଚାଲି ବୁଲି ନପାରି ଶଯ୍ୟାଶାୟୀ ହୋଇ ପ଼ଡିରହିଥିଲେ । ଧରୂଆଡିହି ଥାନା ର ମହିଳା ଏ ଏସ୍ ଆଇ ସସ୍ମିତା ନାଗ କୌଣସି ସୂତ୍ରରୁ ଏହି ଖବର ପାଇ ବୃଦ୍ଧ ଦମ୍ପତିଙ୍କ ଘରେ ପହଞ୍ଚି ତାଙ୍କୁ ନିଜ କୋଳରେ ଧରି ନିକଟସ୍ଥ ମଝାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇ ଘରେ ଛାଡିଥିଲେ ।

ଏ ଏସ୍ ଆଇ ସସ୍ମିତା ନାଗ ଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।