ଖୋର୍ଦ୍ଧା : ୧୪/୧୧/୨୪
ଖୋର୍ଦ୍ଧା ଜିଲ୍ଲାରେ ନିଶା କାରବାର ବେଧଡକ ଭାବରେ ଚାଲିଛି।
ନିଶା କାରବାର ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ତତ୍ପର ହୋଇଛି।
ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ଟେଣ୍ଢକୂଆ ସାହିରେ ଅତର୍କିତ ଚଢ଼ାଉ କରି ୨୨କେଜି ଭାଗଂ ଜବତ କରିବା ସହିତ ଅଭିଯୁକ୍ତ ଉକ୍ତ ଗ୍ରାମର ତ୍ରିନାଥ ବେହେରାକୁ ଗିରଫ କରି ଅବକାରୀ ଥାନାରେ ଏନଡିପିଏସ କେସ ରୁଜୁ କରି କୋର୍ଟ ଚାଲାଣ କରିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।