MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ବ୍ଲକରେ ହୋମ ଭୋଟିଂ ପାଇଁ ଗଲେ ନିର୍ବାଚନ ଅଧିକାରୀ।

କଳାହାଣ୍ଡି : ୦୪/୦୫ : (ମୋଟିଭି ଓଡିଶା ) : ଆସନ୍ତା ୧୩ ତାରିଖରେ ଗଣତନ୍ତ୍ର ର ମୌଳିକ ଅଧିକାରର ମତଦାନ ପର୍ଵ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ସ୍ନେହାପ୍ରଭା ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋମ ଭୋଟିଂ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୭ ଗୋଟି ଟିମ ଜରିଆରେ ବ୍ଲକର ୨୨ ପଞ୍ଚାୟତର ୧୨୪ ଜଣ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଶଯ୍ୟାଶାୟୀ ବୟସ୍କ ମତଦାତାଙ୍କ ଘରରେ ପହଞ୍ଚି ନିର୍ବାଚନରେ ନିୟୋଜିତ କର୍ମଚାରୀ ମାନେ ବେଲେଟ ପେପେରରେ ଭୋଟଦାନ କରିଛନ୍ତି।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ହୋମ ଭୋଟିଂ କରାଯିବ। ଏହି ୭ ଟିମ ରେ ଜଣେ ପର୍ଯ୍ୟବେକ୍ଷକ ଅଧିକାରୀ, ୨ ଜଣ ପୋଲିଂ ଅଧିକାରୀ, ଜଣେ ଭିଡ଼ିଓ ଗ୍ରାଫର ଓ ଜଣେ ପୋଲିସ କର୍ମଚାରୀ ରହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।