କ୍ରୁଟ୍ ସହ NTPC ଏବଂ ଗ୍ରୀଡ୍କୋର ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ଟି ଗ୍ରୀନ୍ ହାଇଡ୍ରୋଜେନ୍ ବସ ଚାଲିବ । ଯାହା ଭୁବନେଶ୍ୱର, କଟକ ଓ ପୁରୀ ମଧ୍ୟ ଏହି ଚାଲିବ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ହାଇଡ୍ରୋଜେନ ପ୍ରସ୍ତୁତି ପାଇଁ ଏନଟିପିସିକୁ ଗାଡ଼କଣରେ ଜାଗା ଦିଆଯାଇଛି । ତେବେ ଖାସ କଥା ହେଲା ହାଇଡ୍ରୋଜେନ୍ ନାଳ ପାଣିରେ ତିଆରି କରାଯିବ । ଏହି ବସର ମୂଲ୍ୟ ପାଖାପାଖି ୨ କୋଟି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।