ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ଏଆରଆଇ । ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । କୋରାପୁଟ ଓ ଜୟପୁର ସମେତ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍ । ବୋରିଗୁମ୍ମା ସ୍ଥିତ ବାସଭବନ, ଝିଅଙ୍କ ଘର ଏବଂ ସମ୍ପର୍କୀୟଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ସରକାରୀ କାର୍ଯ୍ୟାଳୟ ସହ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ରେଡ୍ ଜାରି । ରେଡରେ ୩ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର୍, ୫ଜଣ ଏଏସଆଇ ସାମିଲ୍ ହୋଇଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।