ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତକୁ ନେଇ ପ୍ରସ୍ତୁତି ବୈଠକ, ଚାଷୀ ଙ୍କ ସମସ୍ୟା ବୁଝିବେ ନବୀନ
ଆସନ୍ତା 30 ତାରିଖ ରେ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି, ଆସିକା ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିବେ l ନବୀନ ଙ୍କ ଗ୍ରସ୍ତ କୁ ନେଇ ଆଜି କବିସୂର୍ଯ୍ୟନଗର ଠାରେ ପୂର୍ବତନ ବିଧାୟିକା ଙ୍କ ନେତୃତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ରେ ଗଞ୍ଜାମ ଜିଲ୍ଲା ର ବ୍ୟାପକ ଫସଲ କ୍ଷୟ କ୍ଷତି ହୋଇଛି l ନବୀନ ଙ୍କ ଏହି ଗ୍ରସ୍ତ ସମୟରେ କ୍ଷତି ଗ୍ରସ୍ତ ଚାଷୀ ଙ୍କ ସହ ସେ ସାକ୍ଷାତ କରିବା ସହିତ ସେମାନଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।