ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା । କାରାବରଣ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇଗୁଣା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କାରାବରଣ କରିଥିଲେ ୧୦ହଜାର ବଦଳରେ ମିଳିବ ୨୦ହଜାର ଟଙ୍କା ପେନସନ । କାରାବରଣ କରିନଥିଲେ ୯ହଜାର ପରିବର୍ତ୍ତେ ୧୫ ହଜାର ଟଙ୍କା କରିଛନ୍ତି ରାଜ୍ୟ ସରକାର । ଜାତୀୟ ପେନସନ ପାଇଥିବା ସଂଗ୍ରାମୀ ୮ହଜାର ବଦଳରେ ୧୦ହଜାର, ଏମଆଇଏସଏ ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ ୨୦ହଜାର ଟଙ୍କା ପେନସନ ମିଳିବ । ଏନେଇ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ।
ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ।
କାଉଡୋଳା ନିକଟରେ କାର ଦୁର୍ଘଟଣା ଶିଶୁ ସମେତ ୩ ଗୁରୁତର।