MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କନ୍ଧମାଳ ସାଂସଦିୟ କ୍ଷେତ୍ରରେ ଗାଁ ଗାଁ ପ୍ରଚାରରେ କଂଗ୍ରେସ ଆଗରେ


ମୋଟିଭି ଓଡିଶା : କନ୍ଧମାଳ,୧୨/୫,(ସୁଶାନ୍ତ କୁମାର ସାହୁ) : ବଢୁଛି ହାତର ଶକ୍ତି, ଜନତାଙ୍କ ମୁଖରେ କଂଗ୍ରେସ ପ୍ରତି ଆଶା ଓ ଭରସା I ହାତ ଆଣିବ ପରିବର୍ତ୍ତନ ଇ


ଜି. ଉଦୟଗିରି, ବାଲିଗୁଡା ଓ ଫୁଲବାଣୀ ନିର୍ବାଚନ କ୍ଷେତ୍ରରେ ପ୍ରଚାର କରିବା ସମୟରେ ଲୋକଙ୍କ ମୁଖରେ କଂଗ୍ରେସ ପ୍ରତି ଉତ୍ସାହ ଓ ବିଶ୍ୱାସ ଦେଖି, ସମ୍ବର୍ଧନା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ସାଂସଦ ପ୍ରାର୍ଥୀ ଶ୍ରୀ ଅମୀର ଚାନ୍ଦ ନାୟକ I

ଲୋକଙ୍କ ସହ ସାକ୍ଷାତ କରି କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି ଓ କନ୍ଧମାଳ ସାଂସଦୀୟ କ୍ଷେତ୍ରର ଉନ୍ନତି ଏବଂ ବିକାଶ ପ୍ରକ୍ରିୟା ଆଲୋଚନା କରିଛନ୍ତି ଶ୍ରୀ. ନାୟକ I ନିଜ ମାଟିର ପୁଅକୁ ସାଂସଦ ପ୍ରାର୍ଥୀ ଭାବେ ଦେଖି ପ୍ରତ୍ୟେକ ଗ୍ରାମରେ ଆଡମ୍ବର ସହ ସ୍ୱାଗତ କରାଯିବା ସହ “ହାତ ଅଛି ତ ଭାତ ଅଛି” ନାରାରେ କମ୍ପିଉଠୁଛି ପ୍ରଚାର କାର୍ଯ୍ୟକ୍ରମ I

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।