ସମ୍ପ୍ରତି ଶିକ୍ଷିତ ବେକାରୀ ଯୁବକ ଯୁବତୀ ସମସ୍ୟା ଆଧାରିତ ପ୍ରକାଶ ପାଇଲା ଭିଡିଓ ଗୀତ ହା ଦୁକୁ ଦୁକୁ ହେୟା ..ଚାଲ ଆମେ ହେଇଯିବା କଙ୍ଗ୍ରେସିଆ। ଏହା ଗୋଟିଏ କଉତୁକ ଯୁକ୍ତ ପରିଣତ ପ୍ରେମ ର କଥା କେତେ ସମସ୍ୟା ଯୁକ୍ତ ଏସବୁ ପୁଞ୍ଜି କରି ଗୀତ ଟି ପ୍ରସ୍ତୁତ ହେଇଛି ଅନମୋଲ୍ ଓଡିଶା ( ANMOL ODISHA ) YouTube channel ରେ । ଗୀତ ଟି କୁ କଣ୍ଠ ଦାନ କରିଛନ୍ତି ବିଶ୍ୱଜିତ ଆଚାର୍ଯ୍ୟ ଓ ପ୍ରୀତି । ଗୀତ ରଚନା ସହ ସ୍ୱର ରେ ସଜେଇଛନ୍ତି ଗଗନ ବେଉରା। ଗୀତ ଟି ୟଶ୍ ଷ୍ଟୁଡିଓ,କଟକ-୧୦ ରେ ରେକର୍ଡିଙ୍ଗ୍ ହୋଇଥିଲା ବେଳେ ଡବିଙ୍ଗ୍,ମିକ୍ସିଙ୍ଗ ଓ ମାଷ୍ଟରିଙ୍ଗ ଦାୟିତ୍ଵ ନିର୍ବାହ କରିଥିଲେ ସାଉଣ୍ଡ ଇଞ୍ଜିନିୟର ପ୍ରକାଶ ବେହେରା ଓରଫ୍ ସୁବୁଦା । ସମ୍ପ୍ରତି ନିର୍ବାଚନ ପରିପ୍ରେକ୍ଷୀରେ ଏହି ଭିଡିଓ ଗୀତ ଟି ବହୁତ କିଛି ପ୍ରଭାବ ରଖିବାର ଅନୁଭୂତ ହୁଏ ।
ପ୍ରକାଶ ପାଇଲା ଭିଡିଓ ଗୀତ ହା ଦୁକୁ ଦୁକୁ ହେୟା ..ଚାଲ ଆମେ ହେଇଯିବା କଙ୍ଗ୍ରେସିଆ

More Stories
ନଗେନ୍ କୁମାର ବାରିକଙ୍କୁ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ
ଫିଲ୍ମ ଏମରଜେନ୍ସି ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା ରାଣାୱତ
ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ