February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋରେଇରେ ବିଜେଡି କୁ ଝଟକା

ମୋଟିଭି ଓଡିଶା : ଯାଜପୁର : କୋରେଇ ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ଆଜି ଜିଏ ବିଜେଡ଼ି ରେ ତ କାଲି ପୁଣି ବିଜେପି ରେ l ବିଜେଡି ଓ ବିଜେପି ମଧ୍ୟ୍ୟ ରେ କଡ଼ା ଟକ୍କର ହେଉଛି l ରାଜ୍ୟଯୁବ ବିଜେଡ଼ିର ଟାଣୁଆ ନେତା ପ୍ରୀତି ରଞ୍ଜନ ସାହୁ ବିଜେଡି ଦଳର ମନ ମୁଖୀକୁ ବିରୋଧ କରିଛନ୍ତି l ଭୁବନେଶ୍ୱର ବିଜେପି କାର୍ଯ୍ୟଳୟରେ ରାଜ୍ୟ ସଭପତି ମନମୋହନ ସାମଲ ଶ୍ରୀ ସାହୁ କୁ ଦଳୀୟ ଉତ୍ତୁରୀ ଟୋପି ଫିନ୍ଧାଇ ଦଳରେ ବିଧି ବଧ୍ୟ ଭାବରେ ବିଜେପି ରେ ସାମିଲ କରିଚନ୍ତି l ଅନ୍ୟ ପକ୍ଷରେ ବରିଷ୍ଟ ଆଇନଜୀବି ତଥା ବିଜେଡି ର ଟାଣୁଆ ନେତା ଧନେଶ୍ଵର ବାରିକ ବିଜେଡି ଦଳ ପରିତ୍ୟାଗ କରି ବିଜେପି ରେ ସାମିଲି ହୋଇଛନ୍ତି l ଦୁଇ ନେତା ବିଜେପି ରେ ଯୋଗ ଦେବା ବିଜେଡି ଦଳ କୁ ଝଟକା ଲାଗିଚି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।