February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଜଣା ଜନ୍ତୁ ଆକ୍ରମଣରେ ଜଣେ ଗୁରୁତର।


ମୋଟିଭି ଓଡିଶା / ସୋର
ତା – ୦୮/୦୬/୨୦୨୪

ଅଜଣା ଜନ୍ତୁ ଆକ୍ରମଣ ରେ ଜଣେ ଗୁରୁତର ଅବସ୍ଥା ରେ ମେଡିକାଲରେ ଭର୍ତ୍ତି l ଅଂଚଳରେ ଭୟଭୀତ ଅଂଚଳବାସୀ l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଡ଼ ଗ୍ରାମରେ ଆଜି ସତ୍ୟଭାମା ନାୟକ ନିଜ ବାଡ଼ିରେ ରୋଷେଇ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ଆଗରୁ ଲୁଚିକି ଥିବା ଏକ ଅଜଣା ଜନ୍ତୁ ସତ୍ୟଭାମା ଉପରେ ଝାମ୍ପିପଡ଼ିଥିଲେ l ସତ୍ୟଭାମା ଚିତ୍କାର କରିବାରୁ ଜନ୍ତୁ ଛାଡି ପାଖ ଜଙ୍ଗଲକୁ ଦୌଡ଼ି ପଲାଇ ଯାଇଥିଲା l ଗ୍ରାମ ବାସୀ ମାନେ ବନ ବିଭାଗ କୁ ଖବର ଦେଇଥିଲେ ବନ ବିଭାଗ ପହଁଚି ଜନ୍ତୁଙ୍କୁ ଖୋଜିବା ରେ ଲାଗିପଡ଼ିଥିବା ବେଳେ ଗ୍ରାମବାସୀ ବାଘ ବୋଲି ସନ୍ଦେହ କରୁଛନ୍ତି l ଅଂଚଳରେ ଲୋକ ମାନେ ଭୟଭିତ ଥିବା ବେଳେ ଯଥାଶୀଘ୍ର ସେହି ଅଜଣା ଜନ୍ତୁଙ୍କୁ ଧରିବା ପାଇଁ ବନ ବିଭାଗ ନିକଟରେ ଦାବି ରଖିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।