February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବନ ବିଭାଗ ତରଫରୁ ମାଆ ପାଈଁ ଗଛଟିଏ ।


ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ, [ସବୁଜିମା କୋଳରେ ହସଖୁସି ଖେଳରେ]


ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବୁଡ଼ାଗୁଡା ସେକ୍ସନ ଠାରେ ଆରମ୍ଭ ହୋଇଯାଇଛି ବନ ବିଭାଗ ତରଫରୁ ବୃକ୍ଷ ରୋପଣ କାଯ୍ୟକ୍ରମ ପ୍ରଥମେ ବୁଡ଼ାଗୁଡା ସରକାରୀ ଉର୍ଣ୍ଣତି ବିଦ୍ୟାଳୟ ଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ଏହାକୁ ପରିଚାଳନା କରିଥିଲେ ବୁଡ଼ାଗୁଡା ବନପାଳ ହରିସ ଚନ୍ଦ୍ର ପ୍ରଧାନ ଏବଂ ବନବିଭାଗ କର୍ମଚାରୀ ସୁଶୀଲ କୁମାର ପ୍ରଧାନ,ସମୀର କୁମାର ନାୟକ ଏଥିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁ ଏବଂ ଅଞ୍ଚଳର ବହୁ ଭଦ୍ର ବ୍ୟକ୍ତି ସମେତ ବୁଡ଼ାଗୁଡା ଗ୍ରାମର ବରିଷ୍ଟ ନାଗରିକ ଯୋଗଦେଇଥିବା ସହିତ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାହୁ ଯୋଗଦେଇ କିପରି ବନବିଭାଗକୁ ସାହାଯ୍ୟ କରିବେ ସେ ନେଇ ଆଲୋଚନା କରାଯାଇଥିଲା ଯଦି କୌଣସି ଜଙ୍ଗଲରେ ଗଛ ନାହିଁ ସେଥି ପ୍ରତି ସ୍ଥାନୀୟ ବାସିନ୍ଦା ତୁରନ୍ତ ବନବିଭାଗକୁ ଖବର ଦେବାପାଇଁ ବନବିଭାଗ ତରଫରୁ ମାଗଣା ଚାରା ବଣ୍ଟନ କଯ୍ୟକ୍ରମ ଜାରୀରହିଛି । ଏହି କାଯ୍ୟ କ୍ରମରେ ସ୍କୁଲର ଛାତ୍ର ଛାତ୍ରୀ ସମେତ ,ଅଭିଭାବକ ଉପସ୍ଥିତ ରହିବା ସହିତ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ପରେ ସ୍ଥାନୀୟ ବାସିନ୍ଦା ଏଭଳି କାଯ୍ୟକ୍ରମ କୁ ସ୍ୱାଗତ କରିବା ସହିତ ବିଦ୍ୟାଳୟ ପରିସର ବହୁ ମୂଲ୍ୟବାନ ଗଛକୁ ଲଗା ଯାଇଥିଲା । ଏହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ,ବୁଡ଼ାଗୁଡା ପଞ୍ଚାୟତ ଗ୍ରାମସେବକ,ସମିତିସଭ୍ୟ, ୱ।ଡ଼ମେମ୍ବର ମହିଳା ଗ୍ରୁପ ସଦଶ୍ୟ,ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ର, ଛାତ୍ରୀ ଏବଂ ବନ ବିଭାଗ କର୍ମଚାରୀ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।