ସୋର : ସୋର ହେଡ ପୋଷ୍ଟ ଅଫିସରେ ଆଧରକାର୍ଡ ସଂଶୋଧନ ପାଇଁ ବିଭିନ୍ନ ଅଞ୍ଚଳରୁ ଶହଶହ ଲୋକ ଭୋର ଚାରିଟାରୁ ଲାଇନ ଲଗାଇଥିବା ବେଳେ ପୋଷ୍ଟ ଅଫିସ ଖୋଲିବା ମାତ୍ରେ ଦଳାଚକାଟା ହୋଇ ୫ ଜଣ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୃଙ୍ଖଳିତ ଭାବେ ଲାଇନ କରାଇବା ପାଇଁ ପୁଲିସ ପକ୍ଷରୁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ତେବେ ଏପରି ଅବ୍ୟବସ୍ଥାକୁ ସରକର ଦୃଷ୍ଟି ଦେବା ସହିତ ଏହାର ଶୀଘ୍ର ସମାଧାନ ପାଇଁ ଦାବି ହୋଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।