ମୋ ଟିଭି ଓଡିଶା :
କଟକ କୁଆଖିଆ ନଦୀ ପୋଲ ଉପରେ ଦୁର୍ଘଟଣା । କାରକୁ ଧକ୍କା ନେଇ ନଦୀକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ । କାଜି ପାଟଣା ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ 5 ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିଲେ ଏକ ଟିଭି ସିରିଏଲ କଳାକାର ଟିମ୍ । ମୃତ ମହିଳା କଳାକାର ଟିମ୍ ସଦସ୍ୟ ହୋଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।
More Stories
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।