February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁର୍ଘଟଣା ଜଣେ ମୃତ ୪ଗୁରୁତର।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ଦୁର୍ଘଟଣା। ଆଜି ଭୋର ୫ଟା ସମୟରେ ହୋଇଛି ଦୁର୍ଘଟଣା।


ଖୋର୍ଦ୍ଧା : ୦୩/୧୧/୨୪

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ଦୁର୍ଘଟଣା। ଆଜି ଭୋର ୫ଟା ସମୟରେ ହୋଇଛି ଦୁର୍ଘଟଣା।

ଦୁର୍ଘଟଣା ରେ ଜଣେ ମୃତ ୫ଗୁରୁତର। ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ। ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ।ସୂଚନାରୁ ଜଣାପଡିଛି କାର୍ତିକରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମର 8ଜଣ ହବିଷ୍ୟାଳି ଏକ ଅଟୋରେ ପୁରୀ ଜଗା ଦର୍ଶନ କରିବାକୁ ଯାଉଥିଲେ, କରିଥାନ୍ତେ ଜଗା ଦର୍ଶନ ହେଲେ ଜାତୀୟ ରାଜପଥ ଇକ୍ଷିତପଡା ଠାରେ ଏକ ଟ୍ରକ ଅଟୋକୁ ସାଇଟ ମାରିବାରୁ ଅଟୋ ଟି ଓଲଟି ପଡିଥିଲା।

ଅଟୋରେ ଥିବା ଜଣେ ହବିଶ୍ୟାଳୀ ମହିଳା ମୃତ। ଅଟୋ ରିକ୍ସା ଚାଳକ ସହ ୪ ଜଣ ହବିଶ୍ୟାଳୀ ଗୁରୁତର ହୋଇଛନ୍ତି। ମୃତ ହବିଶ୍ୟାଳୀ ଙ୍କର ନାମ ହେଲା ସୁଷମା ସାମନ୍ତରାୟ 60 ବର୍ଷ l ଗୁରୁତର ଅଟୋ ଚାଳକ ହେଲେ ମିଟୁ ସେନ 30 ବର୍ଷ ଅନ୍ୟ ଗୁରୁତର ମାନେ ହେଲେ ଶଶୀ ଗୁମାନ ସିଂ 72, ଆସାମଣୀ ସାମନ୍ତରାୟ 65, ସଜନୀ ସାମନ୍ତରାୟ 68 ବର୍ଷ ବୋଲି ଜଣା ପଡିଛି। ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।