ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାର ରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରେ ବିଳମ୍ବିତ ରାତିରେ ଦୃବୁର୍ତ୍ତ ବ୍ୟାଙ୍କ ପଛ ପଟ ରେ ଝରକା ଭାଙ୍ଗି ବ୍ୟାଙ୍କ ଭିତରେ ପଶି ଥିଲେ l ବ୍ୟାଙ୍କ ରେ ଥିବା ଟଙ୍କା ଲକର କୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ l ବିଫଳ ହେବା ପରେ ନିଆଁ ଲଗାଇ ଦେଇଥିଲେ l
ବ୍ୟାଙ୍କ ରୁ ଆଜି ସକାଳ ଧୂଆଁ ବାହାରି ବାରୁ ଅଂଚଳ ବାସି ସିମୁଳିଆ ପୋଲିସ ଓ ଦମକଳ ବାହିନୀ କୁ ଖବର ଦେଇଥିଲେ l ଅଡା ଓ ଭଦ୍ରକ ରୁ 3 ଗୋଟି ଦମକଳ ପହଁଚି ନିଆଁ ଲିଭାଇବା କାର୍ଯ୍ୟ ରେ ଲାଗିଛନ୍ତି l ଏ ପର୍ଯ୍ୟନ୍ତ କିଛି ସ୍ପଟ ଚିତ୍ର ଆସିନଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି।
ମୋ ଟିଭି ଓଡିଶା, ସୋର
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।