ନବରଙ୍ଗପୁର UPDATE –
ପ୍ରଶାସନ ଓ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଦୀର୍ଘ 32 ଘଣ୍ଟା ପରେ ଉଠିଲା ଶବ.. ପାପଡାହାଣ୍ଡି ପୋଲିସ ଓ ଅତିରିକ୍ତ ତହସିଲଦାର ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ବି ଗ୍ରାମବାସୀ ନବୁଝିବାରୁ ଗ୍ରାମରୁ ଦେଢ଼ କିଲୋମିଟର ଦୂର ରେ ଏକ ଜମି ଚି଼ହ୍ନଟ କରିଥିଲେ ଅତିରିକ୍ତ ତହସିଲଦାର… ସେଠାରେ ଶବ କୁ ନିଆଯାଇ ସତ୍କାର କରାଯାଇଛି l
ଶବ କୁ କାନ୍ଧ ଦେବାକୁ କେହି ବାହାରୁ ନଥିବା ବେଳେ ସାମ୍ବାଦିକ ମାନେ କାନ୍ଧ ଦେବାକୁ ବାହାରିଥିଲେ l କିନ୍ତୁ, ସେହି ସମୟରେ କିଛି ଖ୍ରୀଷ୍ଟ ଧର୍ମ ର ଲୋକେ ବାହାରି କାନ୍ଧ ଦେଇଥିଲେ l
ଅନ୍ୟପଟେ ଶବ ସତ୍କାର କୁ ନେଇଁ ଆଗକୁ ଗ୍ରାମରେ କୌଣସି ଅସୁବିଧା ହେବ ନାଇଁ ବୋଲି ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା କହିଛନ୍ତି l
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।