ମୋ ଟିଭି ଓଡିଶା / ଖୋର୍ଦ୍ଧା : ୩୧/୦୭
ଗତକାଲି ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ନିଜ ଖଣ୍ଡଗିରି ସ୍ତିତ ବାସ ଭବନରୁ କନ୍ତିଆ ଗାଁ ର ଠିକାଦାର କିରଣ ପ୍ରଧାନଙ୍କ ଠାରୁ ୫୦’୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଜି ଜଟଣୀ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଦୁଇଟି ଟିମ୍।
ଜଟଣୀ ବ୍ଲକ କନ୍ତିଆ ପଞ୍ଚାୟତର ସୋଫିଡ ଓ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟର ବିଲ ପାସ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କ ଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଇ ସହକାରୀ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି ଧରାପଡିଥିଲେ। ସେହି ଘଟଣାରେ ଭିଜିଲାନ୍ସ ସଦସ୍ୟ ବିଭିନ୍ନ ଫାଇଲ ଯାଞ୍ଚ କରିବା ସହ ବ୍ଲକ୍ ର ଅନ୍ୟ କର୍ମଚାରୀ ଙ୍କୁ ପଚରା ଉଚରା ଜାରି କରୁଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।