MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାଇନିଂ ୱାର୍ଲଡ ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ


କଳାହାଣ୍ଡି:୨୪/୧୨
ଖବରଦାତା—-ସନତ ପ୍ରଧାନୀ


କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ସାଇନିଂ ୱାର୍ଲଡ ଇଂଲିଶ ମିଡ଼ିୟମ୍ ସ୍କୁଲ ରେ ମହା ସମାରୋହ ରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ତହସିଲଦାର ସୁଭସ୍ମିତା ମିଶ୍ର, ମୁଖ୍ୟ ବକ୍ତା ଭାବେ କୋକସରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସୁଧୀର କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସର୍ବଶ୍ରୀ ଦଇତାରୀ ନାଏକ୍,  ଶରତ ଦାସ୍, ବିଜୟ କୁମାର୍ ଶବର, ଭାଗ୍ୟଧର ମଲ୍ଲିକ, ନରେଶ ଅଗ୍ରୱାଲ,  ପ୍ରବୀର୍ କୁମାର୍ ଗୋୟଲ ମଞ୍ଚାସିନ ହୋଇଥିଲେ l

କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା l ଏହି ଉତ୍ସବ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା l ମୁଖ୍ୟ ବକ୍ତା ଙ୍କ ଅଭିଭାଷଣରେ ଉପସ୍ଥିତ ଜନତା ମନମୁଗ୍ଧ ହୋଇ ଥିଲେ l ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ୍ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭାଗ୍ୟଧର୍ ମଲ୍ଲିକ,  ମଞ୍ଚାସିନ ଅତିଥିଙ୍କର ବକ୍ତବ୍ୟ ବେଶ୍ ମନଛୁଆଁ ହୋଇପାରିଥିଲା l ଅତିଥିଙ୍କୁ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ବିଦ୍ୟାଳୟ ଉପାଦକ୍ଷ ଶ୍ରୀ ଦୂର୍ବାଦଳ ପଟେଲ୍, ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଦୋଲମନି ନାଏକ ଓ ରଚଇତା ପାଢ଼ୀ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।