MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଯୋଧ୍ୟା ରାମଙ୍କୁ ଦର୍ଶନ କରିବାକୁ ଯାଇ ଜଣେ ମୃତ ଜଣେ ନିଖୋଜ


ଦାରିଙ୍ଗବାଡି ୧୦/୪ (ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଅଯୋଧ୍ୟା ରାମଙ୍କ ଦର୍ଶନ ପାଇଁ ଯାଇଥିଲେ ସେମାନଙ୍କ ମଧ୍ଯରୁ ଜଣଙ୍କର ମୃତ୍ୟୁ ଘଟିଥୁବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଛନ୍ତି। ମୃତକ ଜଣକ ହେଲେ ଦାରିଙ୍ଗବାଡି ପଞ୍ଚାୟତ ର ଗୋବିନ୍ଦ ସାହୁ ଓ ନିଖୋଜ ବ୍ୟକ୍ତି ଜଣକ ହେଲେ ସିମନବାଡି ଅଞ୍ଚଳର ସୁଧାକର ଚୌଧୁରୀ ବୋଲି ଜଣାପଡିଛି। ସୁଧାକରଙ୍କ ସାନ ପୁଅ ତାଙ୍କ ବାପା ନିଖୋଜ ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି। ରାମ ମନ୍ଦିରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଅଞ୍ଚଳରୁ ୭ଟି ବସରେ ପ୍ରୀୟ ୪୨୦ ଜଣ ଯାତ୍ରୀ ଗତ ୨ ତାରିଖ ବିଳମ୍ବିତ ରାତିରେ ଅଯୋଧ୍ୟା ବାହାରିଥିଲେ।

ଏଥି ପାଇଁ ସେମାନଙ୍କୁ ଜଣଙ୍କ ପିଛା ୩ ହଜାର ଟଙ୍କା ପୈଠ କରିବାକୁ ପଡିଥିଲା ଓ ରେଜିଷ୍ଟ୍ରେଶନ ପାଇଁ ୧ ଶହ ଟଙ୍କା ଖର୍ଚ୍ଚ କରିଥିଲେ ତେବେ ସମସ୍ତଙ୍କୁ ଉକ୍ତ ଟଙ୍କାରେ ଜଳଖୂଆ ସମେତ ଦୂଇଓଳା ଖାଇବା ପାଇଁ ରନ୍ଧା ଖାଦ୍ୟ ଦିଆଯିବ ବୋଲି କୂହାଯାଇଥିଲା। ତେବେ ଏଥୁରେ ବ୍ୟତିକ୍ରମ ହୋଇଥ୍ବଲା। ଫେରିବା ବେଳେ ସୁଧାକର ଚୌଧୀରୀ ଅଯୋଧ୍ୟାରେ ନିଖୋଜ ହୋଇଥବା ବେଳେ ମଙ୍ଗଳବାର ଭଦ୍ରକରେ ବସ ଗୁଡିକ ପହଞ୍ଚିବା ସମୟରେ ଗୋବିନ୍ଦଙ୍କ ଅବସ୍ଥା ଗୁଗୁତର ହୋଇଯାଇଥୁଲା। ତାଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବନ୍ଦଙ୍କ ମୃତ୍ୟୁ ହୋଇଛି। ଯାତ୍ରୀଙ୍କୁ ନେଇଥିବା ବିଶ୍ବ ହଦୁ ପରିଷଦର କନ୍ଧମାଳ ପ୍ରନ୍ତ ଦାଇଦ୍ବଵରେ ଥୁବା ମନୋଜ ଆଚଯ୍ୟ ଦାଇତ୍ୱ ତୁଲାଇବାରେ ଅସମର୍ଥ ହୋଇଥ୍ବବା ଅଭିଯୋଗ ହୋଇଛି। ଏ ନେଇ ମନୋଜଙ୍କୁ ପଚାରିବାରୁ କୌଣସି ଅବ୍ୟବସ୍ଥା ହୋଇନଥୁବା ସେ କହଛନ୍ତି। ତେବେ ଅନ୍ୟ ସମସ୍ତେ ସୁରକ୍ଷିତ ରେ ଫେରିଥିବା ଜଣା ପଡ଼ିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।