MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଲି ବୋଝେଇ ହାଇଓ୍ବ। ଧକ୍କାରେ ଦୁଇ ଗୋମାତା ମୃତ୍ୟୁ।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ତରତୁଆ ଛକ ନିକଟରେ ବାଲି ବୋଝେଇ ହାଇଓ୍ବ। ଧକ୍କାରେ ଦୁଇଟି ଗୋମାତା ମୃତ୍ୟୁ ଘଟିଛି।୫୭ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନୟାଗଡ଼ ରାସ୍ତା ତରତୁଆ ଛକ ନିକଟରେ ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।ଗୋଟିଏ ବାଲି ବୋଝେଇ ହାଇଓ୍ବ। ବାଲି ଓଭରଲୋଡିଂ କରି ବେପାରୁଆ ଭାବରେ ଦ୍ରୃତ ଗତିରେ ଯାତାୟତ କରୁଥିବା ବେଳେ ଗୋମାତା ଦୁଇଟିକୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ଦୁଇଟି ଗୋମାତା ର ମୃତ୍ୟୁ ଘଟିଥିଲା ଘଟଣା ସ୍ଥଳରୁ ଦୁର୍ଘଟଣା କରି ବାଲି ବୋଝେଇ ହାଇଓ୍ବ।ଟି ଫେରାର ହୋଇଯାଇଛି।

ସୂଚନା ଥାଉକି ଦୈନିକ ଏହି ରାସ୍ତାରେ ହାଇଓ୍ବ।ରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି।ବାଲିବୋଝେଇ ହାଇଓ୍ବ। ଗୁଡିକ ବାଲି ଓଭରଲୋଡିଂ କରି ଦ୍ରୃତଗତିରେ ଯିବାଆସିବା କରୁଥିବା ରୁ ଦୈନିକ ଦୁର୍ଘଟଣା ଘଟୁଛି।ବାଲି ବୋଝେଇ ହାଇଓ୍ବ। ଗାଡି ଗୁଡିକ ଓଭରଲୋଡିଂ କରି ଦ୍ରୃତଗତିରେ ଖୋର୍ଦ୍ଧା ଟାଉନ ମଧ୍ୟ ଦେଇ ଯାଉଥିବାରୁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି କାହିଁକି ପଡୁନାହିଁ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।