MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଗୁଡି ମହୋତ୍ସବ ଉଦଘାଟିତ

ସୋର ବ୍ଲକ ବଗୁଡିଠାରେ ପ୍ରଥମ ବାଗୁଡି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି।

ସୋର,୧/୧୧

ସୋର ବ୍ଲକ ବଗୁଡିଠାରେ ପ୍ରଥମ ବାଗୁଡି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଆଜିର ଉଦ୍ଘାଟନି ଉତ୍ସବରେ ନବୋଦୟ ବିଦ୍ୟାଳୟର ଅଧକ୍ଷ ବିଦ୍ୟାଧର ସାହୁ ଉତ୍ସବକୁ ଉଡ଼ଘଟନ କରିବା ସହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ବକ୍ତା ଭାବେ ମହୁମୁହାଣ ପଂଚାୟତର ସରପଞ୍ଚ ଗଦାଧର ମହାପାତ୍ର ,ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ ,ସମ୍ମାନିତ ଅତିଥିଭାବେ ବୈଭବ ରାଉତରାୟ, ବରଣ୍ୟ ଅତିଥି ଭାବେ ଅଜିତ କୁମାର ନାୟକ ଯୋଗ ଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ ଦେଇଥିଲେ।

କମିଟିର ସମ୍ପାଦକ ମୁକ୍ତିକାନ୍ତ ଘଡାଇ ବିବରଣୀ ପାଠ କରିଥିବା ବେଳେ ଅତିଥି ପରିଚୟ ଓ ମଞ୍ଚପରିଚାଳନା କରିଥିଲେ ପରିଚାଳନା କମିଟିର ସଦସ୍ୟ ସୁବ୍ରତ କୁମାର ବାରିକ। ଶେଷରେ ତାପସ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବନ୍ଦେମାତାରମ କାଳଚୁରାଲ ଏସୋସିଏସନ ଓ ବାଗୁଡି ମହୋତ୍ସବ କମିଟିର କର୍ମକର୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।