ମୋ ଟିଭି ଓଡିଶା / କଳାହାଣ୍ଡି:୨୬/୦୯
ପଣ୍ଡିତ ଦିନ ଦୟାଲ ଉପାଧ୍ୟକ୍ଷ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଅବସର ରେ କୋକସରା ମଣ୍ଡଳ ବିଜେପି ପକ୍ଷରୁ ସ୍ମୃତି ଚାରଣ ସଭା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଉପସ୍ଥିତ ବିଜେପି କର୍ମି ପଣ୍ଡିତ ଦିନ ଦୟାଲ ଉପାଧ୍ୟକ୍ଷ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଦେଇଥିବା ମାର୍ଗ ଦର୍ଶନ ରେ ଜୀବନ ର ପଥ କୁ ଆଗେଇ ନେବାକୁ ଉପଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଦଲୀୟ କର୍ମି ତ୍ରିନାଥ ଶବର, ଗରୁଡ଼ ଧ୍ଵଜ ମାଝୀ,ନରେନ୍ଦ୍ର ପ୍ରଧାନୀ,ବସନ୍ତ ନାଗ,ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି, ମନୋଜ ନାଏକ,ଭାବଗ୍ରାହୀ ପ୍ରଧାନୀ,ପ୍ରମୋଦ ପ୍ରଧାନୀ,ସୁଶିଳ ପାଢ଼ୀ ଓ ଅନ୍ୟ କର୍ମି ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।