February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା


ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା । ୨୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆଦର୍ଶ ନଗର ଆସନରୁ ରାଜ କୁମାର ଭାଟିଆ, ବାଦଲି ଆସନରୁ ଦୀପକ ଚୌଧୁରୀ, ନୂଆଦିଲ୍ଲୀ ଆସନରୁ ପରଭେଶ୍ ବର୍ମା, କଲକାଜୀ ଆସନରୁ ରମେଶ ବିଧୁରୀ, ବିଜୱାସନ ଆସନରୁ କୈଳାଶ ଗେହଲୋଟ, ମାଲଭିୟ ନଗରରୁ ସତୀଶ ଉପାଧ୍ୟାୟଙ୍କୁ ମନୋନୀତ କରିଛନ୍ତି।

ଅନ୍ୟ ଦଳ ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା ନେତାମାନଙ୍କୁ ମଧ୍ୟ ପାର୍ଟି ହାଇକମାଣ୍ଡ ଏକ ସୁଯୋଗ ଦେଇଛି। ଏଥିମଧ୍ୟରେ କରତର ସିଂ ତନୱାର, ରାଜକୁମାର ଚୌହାନ, କୈଳାଶ ଗେହଲୋଟ ଏବଂ ଅରବିନ୍ଦର ସିଂ ଲଭଲି ଅଛନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ୨୯ ଟି ଆସନ ପାଇଁ ବିଜେପି ଘୋଷଣା କରିଛି ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା। ରେଖା ଗୁପ୍ତାଙ୍କୁ ଶାଲିମାର ବାଗରୁ ଏବଂ କୁମାରୀ ରିଙ୍କୁ ସେମାପୁରୀ ଏସସି ଆସନରୁ ପ୍ରାର୍ଥୀ କରାଯାଇଛି।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।